ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ ଓଏଏସ ପରୀକ୍ଷା ପାଇଁ ଆବେଦନ କରିବେ ଆଶାୟୀ

ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ ଓଏଏସ ପରୀକ୍ଷା ପାଇଁ ଆବେଦନ କରିବେ ଆଶାୟୀ

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞାପନ ପ୍ରକାଶିତ ହୋଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.