ଶେଷ ପର୍ଯ୍ୟାୟରେ ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲା

ଶେଷ ପର୍ଯ୍ୟାୟରେ  ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲା

ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା।

ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା। ଅନୁଭବ ଏବଂ ବର୍ଷାଙ୍କୁ ଆଉ ଜେରା କରାଯିବ ନାହିଁ।ଦୁହିଁଙ୍କୁ ଆଉ ପାରିବାରିକ ମାମଲା ନେଇ କୋର୍ଟକୁ ଆସିବାକୁ ପଡ଼ିବ ନାହିଁ। କାରଣ ଜୁଲାଇ ୩୧ ସୁଧା ଶୁଣାଣି ସାରିବାକୁ ହାଇକୋର୍ଟ ନିଷ୍ପତ୍ତି ଦେଇଥିବା ବେଳେ ଅକ୍ଟୋବର ୧୩ ସୁଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଠିକ ୩୧ ଜୁଲାଇରେ ଉଭୟଙ୍କର ଜେରା ଶେଷ ହୋଇଛି। 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.