ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କଲା ପୋଲିସ

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କଲା ପୋଲିସ

ପୋଲିସ ଜାଲରେ ମାୟାଜାଲ ବୁଣିଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ । ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁ ଚାନ୍ଦକୁ ପୋଲିସ ଉଠେଇ ନେଇଥିବା ସୂଚନା ମିଳିଛି ।

ପୋଲିସ ଜାଲରେ ମାୟାଜାଲ ବୁଣିଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ । ଆଜି ସକାଳ ୮ଟାରେ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘରୁ ଜଗବନ୍ଧୁ ଚାନ୍ଦକୁ ପୋଲିସ ଉଠେଇ ନେଇଥିବା ସୂଚନା ମିଳିଛି । ଅଜ୍ଞାତ ସ୍ଥାନରେ ଜଗବନ୍ଧୁକୁ ପୋଲିସ ଜେରା କରୁଥିବା ଜଣାପଡିଛି। ଅର୍ଚ୍ଚନାଙ୍କ ବ୍ଲାକ ମେଲିଂ ମାମଲାରେ ଜଗବନ୍ଧୁ ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଥିଲା । ବାରମ୍ବାର ନୋଟିସ ସତ୍ତ୍ୱେ ଜଗବନ୍ଧୁ ପୋଲିସ ନିକଟରେ ହାଜର ହେଉନଥିଲେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.