ବାଲିଯାତ୍ରାରେ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା

ବାଲିଯାତ୍ରାରେ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା

ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବୋତଲ ଫେରାଇଲେ ଆପଣ ଟଙ୍କା ପାଇବେ । ଏଥି ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ ।

ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବୋତଲ ଫେରାଇଲେ ଆପଣ ଟଙ୍କା ପାଇବେ । ଏଥି ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ । ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବଟଲ୍ ଫେରାଇ ଏହି କୋଡ୍ ସ୍କାନ୍ କରି ଆପଣ ୨ ଟଙ୍କା ରୁ ୫ ଟଙ୍କା ପାଇପାରିବେ ପରେ ସେହି ସବୁ ପ୍ଲାଷ୍ଟିକ ଜରି ବ୍ୟାଗ୍ ବଟଲକୁ ନେଇ ମହାନଗର ନିଗମ ଅନ୍ୟ ସ୍ଥାନରେ ନଷ୍ଟ କରିବ । ଉଦ୍ଦେଶ୍ୟ କେବଳ ଏତିକି ଲୋକେ ପଡିଆ ଭିତରେ ପ୍ଲାଷ୍ଟିକ ଜରି କି ବଟଲ୍ ଏଣେତେଣେ ନ ପକାନ୍ତୁ । ସ୍ୱଚ୍ଛ ଭାରତ ଅଭିଯାନରେ ସଲିଡ ୱେଷ୍ଟ ମ୍ୟାନେଜମେଂଟ ଅଧୀନରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଲୋକଙ୍କୁ ନିବେଦନ କରି କଟକ ମହାନଗର ନିଗମ କମିଶନର ନିଖିଲ ପୱନ୍ କଲ୍ୟାଣ ଏହା କହିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.