ଆରପାରିରେ ୮୦ ଦଶକର ଅଭିନେତା ସମୀର ଖାଖର୍‌

ଆରପାରିରେ  ୮୦ ଦଶକର ଅଭିନେତା ସମୀର ଖାଖର୍‌

ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନାଦେଇଛନ୍ତି। ବୋରିବାଲିସ୍ଥି ‘ବାଭାଇ ନାକା ଶ୍ମଶାନ’ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନାଦେଇଛନ୍ତି। ବୋରିବାଲିସ୍ଥି ‘ବାଭାଇ ନାକା ଶ୍ମଶାନ’ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଦୀର୍ଘ ୪ ଦଶନ୍ଧି ଧରି ସେ ମଞ୍ଚ, ଚଳଚ୍ଚିତ୍ର ଏବଂ ଟେଲିଭିଜନ୍‌ରେ ଅଭିନୟ କରିଥିଲେ।

ସୂଚନାନୁସାରେ, ଗତକାଲି ସକାଳେ ସେ ଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଆମେ ଘରକୁ ଡାକ୍ତର ଡକାଇଥିଲୁ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ସେ ପରାମର୍ଶ ଦେଲେ। ତେଣୁ, ଆମେ ତାଙ୍କୁ ଡାକ୍ତରଖାନା ନେଲୁ ଓ ତାଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରାଗଲା। ତା’ପରେ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଗଲା ଓ ପାହାନ୍ତା ୪.୩୦ରେ ମୃତୁ ଘଟିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.