କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ଆଜିଠୁ ପ୍ରାର୍ଥୀପତ୍ର ଦାଖଲ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ବର୍ଷ ହେବ କଂଗ୍ରେସ ମଙ୍ଗୁଆଳ ବିହୀନ ହୋଇ ପଡିଥିବା ବେଳେ ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ, ପ୍ରମୁଖ ନେତାମାନଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ଆଗାମୀ ଦିନରେ କଂଗ୍ରେସକୁ ନୂଆ ରୂପ ଦେବା ନେଇ ଆଲୋଚନା ଆରମ୍ଭ ହୋଇଛି।

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ବର୍ଷ ହେବ କଂଗ୍ରେସ ମଙ୍ଗୁଆଳ ବିହୀନ ହୋଇ ପଡିଥିବା ବେଳେ ନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଖରାପ ପ୍ରଦର୍ଶନ, ପ୍ରମୁଖ ନେତାମାନଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନ ଆଗାମୀ ଦିନରେ କଂଗ୍ରେସକୁ ନୂଆ ରୂପ ଦେବା ନେଇ ଆଲୋଚନା ଆରମ୍ଭ ହୋଇଛି। ବିଶେଷ ଭାବେ, କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହି ନିର୍ବାଚନରେ ଗାନ୍ଧୀ ପରିବାର କୌଣସି ପ୍ରାର୍ଥୀଙ୍କ ନାଁ ଦେବେ ନାହିଁ ବୋଲି ସୋନିଆ ଗାନ୍ଧୀଙ୍କ ଘୋଷଣା ନିରପେକ୍ଷ ନିର୍ବାଚନ ପ୍ରସଙ୍ଗକୁ ଦୃଢ଼ କରିଛି। ଆଜିଠାରୁ ଏହି ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.