ଆଜି ଡିମ୍ପଲଙ୍କ ଭାଗ୍ୟ ପରୀକ୍ଷା

ଆଜି ଡିମ୍ପଲଙ୍କ ଭାଗ୍ୟ ପରୀକ୍ଷା

ଦିନ ପରେ ଦିନ ଗଡୁଥିଲେ ବି ବିବାଦ ତୁଟିବା ବଦଳରେ ବଢ଼ିବାରେ ଲାଗିଛି । ସାହି ଦାଣ୍ଡରୁ ଆସି ସୁମିତଙ୍କ ଘର ବାରଣ୍ଡାରେ ବସି ନିଜର ହକ୍ ପାଇଁ ଡିମ୍ପଲ ବସିଛନ୍ତି ଧାରଣାରେ ।

ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ଡିମ୍ପଲ ଓ ସୁମିତଙ୍କ ପାରିବାରିକ ବିବାଦ ମାମଲାର ଆଜି ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡୁଥିଲେ ବି ବିବାଦ ତୁଟିବା ବଦଳରେ ବଢ଼ିବାରେ ଲାଗିଛି । ସାହି ଦାଣ୍ଡରୁ ଆସି ସୁମିତଙ୍କ ଘର ବାରଣ୍ଡାରେ ବସି ନିଜର ହକ୍ ପାଇଁ ଡିମ୍ପଲ ବସିଛନ୍ତି ଧାରଣାରେ । ତେବେ ଆଜିର ରାୟରେ କଣ ବାହାରୁଛି ସମାଧାନର ବାଟ ? ତାକୁ ନେଇ ଚିନ୍ତାରେ ଡିମ୍ପଲ ଓ ସୁମିତ ।

 

ଏହା ପୂର୍ବରୁ ଗତକାଲି ଏକ ଭିଡିଓ ଜାରି କରି ସ୍ୱାମୀଙ୍କ ନିକଟତର ହେବାକୁ ତପସ୍ୱିନୀ ଚେଷ୍ଟା କରିଛନ୍ତି। ସୋସିଆଲ ମିଡିଆରେ ତପସ୍ୱିନୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତପସ୍ୱିନୀ ମନର ବେଦନାକୁ ପ୍ରକାଶ କରି ସ୍ୱାମୀ ସୁମିତ୍‌ଙ୍କ ଫେରିବା ବାଟକୁ ଚାହିଁ ରହିଥିବା କହିଛନ୍ତି। ଏହାସହ ସୁମିତ୍‌ଙ୍କୁ ଫେରି ଆସିବାକୁ ନିବେଦନ ମଧ୍ୟ କରିଛନ୍ତି।  

ପଢନ୍ତୁ: ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.