ଆଜିଠୁ ଜଗା ଦର୍ଶନ ପାଇଁ ଲୋଡା ନାହିଁ କୋଭିଡ୍‌ ରିପୋର୍ଟ

ଆଜିଠୁ ଜଗା ଦର୍ଶନ ପାଇଁ ଲୋଡା ନାହିଁ କୋଭିଡ୍‌ ରିପୋର୍ଟ

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ। ଆଉ ଆବଶ୍ୟକ ନାହିଁ କୋଭିଡ୍‌ ରିପୋର୍ଟ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ।

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ। ଆଉ ଆବଶ୍ୟକ ନାହିଁ କୋଭିଡ୍‌ ରିପୋର୍ଟ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିରରେ ପ୍ରବେଶ ବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଦର୍ଶନ ପାଇଁ କୋଭିଡ ନେଗେଟିଭ୍‌ କିମ୍ବା ଟିକା ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.