ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍‌ କଲା BMC

ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍‌ କଲା BMC

ଭୁବନେଶ୍ବର ଡିସିପି ଅଫିସରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଡିସିପି ଅଫିସରୁ ଏକାଧିକ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଭୁବନେଶ୍ବର ଡିସିପି ଅଫିସରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଡିସିପି ଅଫିସରୁ ଏକାଧିକ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅଫିସ୍ ପରିସରକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ । କୋଭିଡ୍ ପଜିଟିଭ୍ ଚିହ୍ନଟଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଛି । କୌଣସି କର୍ମଚାରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଲେ ବିଏମସିକୁ ଜଣାଇବ ଡିସିପି ଅଫିସ୍ । କୌଣସି ଜରୁରୀ ପରିସ୍ଥିତିରେ ବିଏମସିର କଣ୍ଟ୍ରୋଲ ରୁମ ନମ୍ବର ୭୮୪୭୮୭୩୦୪୦ କିମ୍ବା ୧୯୨୯ରେ ଯୋଗାଯୋଗ କରିବାକୁ ହେବ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.