କାରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା

କାରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ନେଇ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ନେଇ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଛି । ସେ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ସଂଶ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି କେଜ୍ରିଓ୍ଵାଲ । ୨ ତାରିଖରେ ଲକ୍ଷ୍ନୌରେ ଓ ୩ରେ ଡେରାଡୁନରେ ନିର୍ବାଚନୀ ରାଲି କରିଥିଲେ କେଜ୍ରିଓ୍ଵାଲ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.