୧୦ ଟଙ୍କାରେ ସୀମିତ ରହିବ ରାଜ୍ୟର ସମସ୍ତ ସଂଗ୍ରହାଳୟର ଟିକେଟ ଦାମ

୧୦ ଟଙ୍କାରେ ସୀମିତ ରହିବ ରାଜ୍ୟର ସମସ୍ତ ସଂଗ୍ରହାଳୟର ଟିକେଟ ଦାମ

ରାଜ୍ୟରେ ସଂଗ୍ରହାଳୟ ଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ଆଜି ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦେଶନାମା ଜରିକରିଛନ୍ତି।

ରାଜ୍ୟରେ ସଂଗ୍ରହାଳୟ ଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକମାନଙ୍କୁ ଆକୃଷ୍ଟ କରିବା ଦିଗରେ ଆଜି ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦେଶନାମା ଜରିକରିଛନ୍ତି। ରାଜ୍ୟରେ ଥିବା ସମସ୍ତ ସଂଗ୍ରହାଳୟ ଗୁଡ଼ିକର ପ୍ରବେଶ ଦେୟ ୧୦ ଟଙ୍କାରେ ସୀମିତ ରଖିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହାସହ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ।  ଏହାଦ୍ବାରା ରାଜ୍ୟରେ ସଂଗ୍ରହାଳୟଗୁଡ଼ିକ ଯେପରି ଅଧିକ ଲୋକପ୍ରିୟ ହେବ ଓ ପର୍ଯ୍ୟଟକମାନେ ସେଗୁଡ଼ିକୁ ପରିଦର୍ଶନର ସୁଯୋଗ ପାଇପାରିବେ ବୋଲି କହିଛନ୍ତି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.