ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା: ଚିହ୍ନ ଧରି ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରାର୍ଥୀ

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା: ଚିହ୍ନ ଧରି ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରାର୍ଥୀ

ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର ।

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର । ଏମିତିକି ହ୍ଵାଟସଆପ୍‌ ଓ ଫେସବୁକରେ ମଧ୍ୟ ଚିହ୍ନ ବୁଲୁଛି । ଅନୁଗୁଳ ଜିଲ୍ଲାର ୨୮ଟି ଜିଲ୍ଲାପରିଷଦ ଜୋନରେ ମୋଟ ୧୦୭ ପ୍ରାର୍ଥୀ ଅଛନ୍ତି । ବରଗଡ଼ରେ ୩୪ଟି ଜୋନରେ ୧୧୮ ପ୍ରାର୍ଥୀ ଅଛନ୍ତି । ବଲାଙ୍ଗୀର ଜିଲ୍ଲର ୩୪ଟି ଜୋନରେ ଅଛନ୍ତି ୧୨୦ ପ୍ରାର୍ଥୀ ରହିଲେ । ଗଞ୍ଜାମ ଜିଲ୍ଲାରେ ୬୯ ଜୋନ ପାଇଁ ୨୫୬ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.