ଆୟତ୍ତ ହେଲା ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁ

ଆୟତ୍ତ ହେଲା ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁ

ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା।

ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା। ଅଗ୍ନିଶମ ସମେତ ବେଲଦଳ ଓ ବେଳେଶ୍ୱରପାଟଣା ଗ୍ରାମ୍ୟ ଜଙ୍ଗଲ କମିଟିର ଶତାଧିକ ଲୋକ ଏବଂ ଜଙ୍ଗଲ ବିଭାଗର କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଛନ୍ତି । କିଛି ଦୁର୍ବୃତ୍ତ ୩ରୁ ୪ ସ୍ଥାନରେ ନିଆଁ ଲାଗାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ରାତି ତମାମ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ଜଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.