ଏଣିକି ୬୦ ନୁହେଁ ୧୦୦ ଟଙ୍କା ଦେୟ ଦେଇ ଯୁକ୍ତ ଦୁଇ ସାର୍ଟିଫିକଟେ ନେବେ ଛାତ୍ରଛାତ୍ରୀ

ଏଣିକି ୬୦ ନୁହେଁ ୧୦୦ ଟଙ୍କା ଦେୟ ଦେଇ ଯୁକ୍ତ ଦୁଇ ସାର୍ଟିଫିକଟେ ନେବେ ଛାତ୍ରଛାତ୍ରୀ

ଯୁକ୍ତ୨ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ନେବା ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ୧୦୦ ଟଙ୍କା ଦାଖଲ କରିବାକୁ ପଡ଼ିବ।

ଯୁକ୍ତ୨ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ନେବା ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ୧୦୦ ଟଙ୍କା ଦାଖଲ କରିବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ ୬୦ ଟଙ୍କା ଦେବାକୁ ପଡ଼ୁଥିଲା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇଛି। ଜାନୁଆରି ୧୮ରେ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି ଏବଂ ୨୦୨୩ରୁ ଏହା ଲାଗୁ ହେବ ବୋଲି ପରିଷଦ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଛି। ମାଇଗ୍ରେସନ୍‌ ଓ ସିଏଲ୍‌ସି ସାର୍ଟିଫିକେଟ୍‌ ବାବଦ ଫି’ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.