ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କି ହେଲେ ହକି ଇଣ୍ଡିଆର ନୂଆ ସଭାପତି

ପ୍ରଥମ ଓଡ଼ିଆ ଭାବେ ଦିଲୀପ ତିର୍କି ହେଲେ ହକି ଇଣ୍ଡିଆର ନୂଆ ସଭାପତି

ଗତ ୧୮ ତାରିଖ ଦିନ ଦିଲୀପ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଦିଲୀପଙ୍କୁ ସଭାପତି ଘୋଷଣା କରାଯାଇଛି ।

ଓଡ଼ିଶାର ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କି ହକି ଇଣ୍ଡିଆ ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ହକି ଦଳର ଏହି ପୂର୍ବତନ ଅଧିନାୟକ ଆଜି ବିନା ପ୍ରତିଦ୍ୱନ୍ଦ୍ୱିତାରେ ହକି ଇଣ୍ଡି ସଭାପତି ଭାବେ ନିର୍ବାଚିତ ହୋଛନ୍ତି । ଏହି ପଦବିରେ ରହିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହେବା ପରେ ଦିଲୀପ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତୀୟ ହକିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ପୂରା ପ୍ରୟାସ କରିବେ । 

 

ଗତ ୧୮ ତାରିଖ ଦିନ ଦିଲୀପ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେବେ ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଦିଲୀପଙ୍କୁ ସଭାପତି ଘୋଷଣା କରାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.