ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ

କାଲି କଟକରେ ଅଧାଦିନ ସ୍କୁଲ ଛୁଟି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି କଟକରେ ଅଧା ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

କାଲି କଟକରେ ଅଧାଦିନ ସ୍କୁଲ ଛୁଟି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି କଟକରେ ଅଧା ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଫଳରେ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେପଟେ ହକ୍‌ ବିଶ୍ୱକପ୍‌ ପୂର୍ବରୁ ସିଲଭର ସିଟି କଟକ ଏବେ ନୂଆ ରୂପ, ନୂଆ ଢଙ୍ଗରେ ସଜେଇ ହୋଇଛି । ରିଙ୍ଗ ରୋଡରୁ ଆରମ୍ଭ କରି ସାହି ଗଳି କନ୍ଦିରେ ଏବେ ସମସ୍ତେ ହକି ପାଇଁ ଦିୱାନା ହୋଇ ଉଠିଛନ୍ତି । ଦିନକ ପରେ ବାରବାଟୀ ଷ୍ଟାଡିୟମରେ ହେବ ଗ୍ରାଣ୍ଡ ଉଦଘାଟନ, ଆଉ ୧୩ରୁ ହେବ ଅସଲ ମୁକାବିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.