ଦୀର୍ଘ ଦିନର ପ୍ରେମିକା ମେହାଙ୍କୁ ବିବାହ କଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌ ଅକ୍ଷର ପଟେଲ

ଦୀର୍ଘ ଦିନର ପ୍ରେମିକା ମେହାଙ୍କୁ ବିବାହ କଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌ ଅକ୍ଷର ପଟେଲ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌ କ୍ରିକେଟର ଅକ୍ଷର ପଟେଲ।

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌ କ୍ରିକେଟର ଅକ୍ଷର ପଟେଲ। ଗତକାଲି ସେ ତାଙ୍କ ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅକ୍ଷରଙ୍କ ପତ୍ନୀ ମେହା ଜଣେ ସୋସିଆଲ୍‌ ମିଡିଆ ଷ୍ଟାର୍‌। ସେ ସୋସିଆଲ୍‌ ମିଡିଆରେ ରିଲ୍ସ ବନାଇ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଅକ୍ଷରଙ୍କ ବିବାହ ଜାନୁଆରି ୨୬ ତାରିଖ, ଅର୍ଥାତ ଗତକାଲି ଗୁଜୁରାଟର ବଡ଼ୋଦରାରେ ହୋଇଛି। ଏହି ବିବାହ‌ ଉତ୍ସବରେ ଜୟଦେବ ଉନାଦକଟଙ୍କ ସମେତ ଅନ୍ୟ କ୍ରିକେଟର୍‌ ବି ସାମିଲ୍‌ ଥିଲେ। ଉନାଦକଟ ସେମାନଙ୍କ ମେହନ୍ଦେୀ ଉତ୍ସବର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ ଅକ୍ଷର ଏବଂ ମେହା ବି ନଜର ଆସିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.