ସିସୋଦିଆଙ୍କ ଗିରଫ ପରେ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଲେ କେଜ୍ରିୱାଲ

ସିସୋଦିଆଙ୍କ ଗିରଫ ପରେ ବିଧାୟକ ଅତିଶୀ ମାରଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ପଦ ଦେଲେ କେଜ୍ରିୱାଲ

ନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

ଦିଲ୍ଲୀ ସରକାର ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ଦୁଇ ଜଣମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ଘୋଷଣା କରିବା ସମୟରେ ଦୃଢୋକ୍ତି ସହ କେଜ୍ରିୱାଲ କହିଛନ୍ତି କି ଆଗକୁ ଦ୍ରୁତ ଗତିରେ ଦିଲ୍ଲୀର ଜନତାଙ୍କ ପାଇଁ କାମ କରିବ ଆମ ଆଦମୀ ପାର୍ଟି । ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ଦୁଇ ଜଣମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି । ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କ ୭ଟି ବିଭାଗ , କୈଳାଶ ଗେହେଲଟଙ୍କୁ ଅର୍ଥ, ଯେଜାନା, ଶକ୍ତି, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଭାଗର ଦାୟିତ୍ୱ ଓ ରାଜକୁମାରଙ୍କୁ ଶିକ୍ଷା, ସଚେତନା, ପର୍ଯ୍ୟଟନ, କଳା ସଂସ୍କୃତି.ଭାଷା, ଶ୍ରମ, ରୋଜଗାର,ସ୍ୱାସ୍ଥ୍ୟ ଓ ଶିଳ୍ପଭଳି ଗୁରୁତ୍ୱଭଳି ବିଭାଗ ଦିଆଯାଇଛି ନାମ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିବାବେଳେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି । 

ସୂଚନାଯୋଗ୍ୟ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଓ ସତେନ୍ଦ୍ର ଜୈନ  ଇସ୍ତଫା ଦେଇଛନ୍ତି  । ସେପଟେ ଦୁଇମନ୍ତ୍ରୀଙ୍କ ଇସ୍ତଫା ପଦକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ନୈତିକତା ଦୃଷ୍ଟିରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କହିଛନ୍ତି ସାଂସଦ ତଥା ଆପ ମୁଖପାତ୍ର ସଂଞ୍ଜୟ ସିଂ  । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.