ଏହି ଦିଗରେ ଯଦି ଆଇନା ରହିବ,ତାହେଲେ ଘରକୁ କେବେବି ଆସିବ ନାହିଁ ସୁଖ ଶାନ୍ତି

ଏହି ଦିଗରେ ଯଦି ଆଇନା ରହିବ,ତାହେଲେ ଘରକୁ କେବେବି ଆସିବ ନାହିଁ ସୁଖ ଶାନ୍ତି

ଦିନରେ ଅନେକଥର ଆମେ ଆଇନାରେ ଚେହେରା ଦେଖିଥାଉ। କିନ୍ତୁ ଏହି ଆଇନା ବି-ଚା-ର କରିବାର କାରଣ ହୋଇ ଯାଇଥାଏ।

ଦିନରେ ଅନେକଥର ଆମେ ଆଇନାରେ ଚେହେରା ଦେଖିଥାଉ। କିନ୍ତୁ ଏହି ଆଇନା ବି-ଚା-ର କରିବାର କାରଣ ହୋଇ ଯାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ରଖନ୍ତୁ ଆଇନା, ଭା-ଙ୍ଗି ଯାଇଥିବା ଆଇନା ରଖିବା ଉଚିତ ନୁହେଁ। ତୀକ୍ଷ୍ଣ କାଚ ମଧ୍ୟ ଲଗାଇବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ସ୍ଥାନ ସଠିକ ଦିଗରେ ହେବା ଜରୁରୀ ଅଟେ, ନଚେତ ଆପଣଙ୍କ ଘରେ ସମସ୍ୟା ଅଧିକ ରହିପାରେ। ତେବେ ଆସନ୍ତୁ ଜାଣିବା ଆଇନା କେଉଁ ସ୍ଥାନରେ ରହିବା ଜରୁରୀ ଅଟେ। ଯଦି ଆପଣଙ୍କ ଘରେ ସଠିକ ଜାଗାରେ ଆଇନା ନାହିଁ ତାହେଲେ ସେହି ଜାଗାକୁ ବଦଳେଇ ଦିଅନ୍ତୁ।

ଆଇନାରେ ବିଛଣା ଦେଖାଯିବା ଉଚିତ ନୁହେଁ –

ବାସ୍ତୁ ଅନୁସାରେ ଯଦି ପତିପତ୍ନୀ ନିଜ ବିଛଣା ସାମ୍ନାରେ ଆଇନା ଲଗାଉଛନ୍ତି ତାହେଲେ ତାଙ୍କ ମଧ୍ୟରେ ଲ-ଢେ଼-ଇ ଝ-ଗ-ଡ଼ା ହୋଇଥାଏ। ଯଦି ଆପଣ ନିଜ ଜୀବନରେ ବି-ବା-ଦ ବା ଅସହମତି ଚାହୁଁ ନାହାନ୍ତି ତାହେଲେ ଆପଣଙ୍କୁ ନିଜ ବିଛଣା ସାମ୍ନାରେ ଆଇନାକୁ ଦେଖିବା ଉଚିତ ନୁହେଁ।

ଡାଇନିଂ ରୁମରେ ଆଇନା –

କାଚକୁ ଡ୍ରଇଂ ରୁମର ଦକ୍ଷିଣ କାନ୍ଥରେ ଲଗାନ୍ତୁ। ଯଦି ଏହା ଗୋଲ ଆକାରରେ ରହିଛି ତାହେଲେ ଏହା ଅଧିକ ଶୁଭ ମାନା ଯାଇଥାଏ।

ଭା-ଙ୍ଗି ଯାଇଥିବା ଆଇନା –

ଘରେ କେଉଁ ସ୍ଥାନରେ ଭା-ଙ୍ଗି ଯାଇଥିବା ଆଇନା ରଖିବା ଉଚିତ ନୁହେଁ। ସେ ଆକାରରେ ଛୋଟ ହେଉ ଅବା ବଡ଼ କିମ୍ବା କୌଣସି କବାଟ ବା ଝରକାର କାଚ ହେଉ। ଘରର ଯେଉଁ କାଚ ଭା-ଙ୍ଗି ଯାଇଛି ତାହାକୁ ପୁଣିଥରେ ବଦଳି ଦେବା ଆବଶ୍ୟକ, ନଚେତ ଘରେ କଳହର ମାହୋଲ ହୋଇ ଯାଇଥାଏ।

କାଚ ଭା-ଙ୍ଗି-ବା –

ଘରେ କୌଣସି ଭ-ଙ୍ଗା କାଚ ରହିବା ଉଚିତ ନୁହେଁ। ଏହା ସତ, କିନ୍ତୁ ଏହା ମଧ୍ୟ ସତ ଅଟେ କି ଯଦି କାଚର କୌଣସି ଟୁକୁଡ଼ା ଭା-ଙ୍ଗି ଯାଏ ବା କାଚର କିଛି ବସ୍ତୁ ଭା-ଙ୍ଗି ଯାଏ,ତାହେଲେ ଏହା ବାସ୍ତୁ ଅନୁସାରେ ଶୁଭ ମାନା ଯାଇଥାଏ।ଯଦି ଘରର କୌଣସି କାଚ ଜିନିଷ ଭା-ଙ୍ଗି ଯାଏ ତାହେଲେ ଆପଣଙ୍କ ଉପରେ ଆସୁଥିବା ସମସ୍ୟା ଦୂର ହୋଇ ଯାଇଥାଏ।

ତୀକ୍ଷ୍ଣ କାଚ ଘର ଭିତରେ ରଖନ୍ତୁ ନାହିଁ –

ଘରେ ସୁଖଶାନ୍ତି ପାଇଁ ତୀକ୍ଷ୍ଣ କାଚ ଲଗାଇବା ଉଚିତ ନୁହେଁ। ଏଭଳି କାଚ ରହିଲେ ଏହାର ସିଧା ପ୍ରଭାବ ଘର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। କିଛି ବାସ୍ତୁ ଟିପ୍ସ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଘରର ଆଇନାକୁ ଘୋଡେଇ ଶୋଇବା ଉଚିତ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରକୁ ଖରାପ ନଜର ଲାଗିବ ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.