ମାଲକାନିଗିରିରେ ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨

ମାଲକାନିଗିରିରେ ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨

ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ। ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ ର ସୁଟିଂ।

ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ।  ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ ର ସୁଟିଂ। ଆନ୍ଧ୍ର ଓଡିଶା ସିମାନ୍ତ ତରାବୁ ଜଳ ପ୍ରପାତ ନିକଟରେ ସିନେମାର ଏକ ଟିମ ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିଛନ୍ତି । ମାଲକାନଗିରି ଜିଲ୍ଲାପାଳ  ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ମିଳିବା ପରେ ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା 2 ଚଳଚିତ୍ରର କିଛି ଅଂଶ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ କିଛି ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.