ଆଗାମୀ ୩ ବର୍ଷ ଯାଏ ବଢିବନି ବିଦ୍ୟୁତ ଦର

ଆଗାମୀ ୩ ବର୍ଷ ଯାଏ ବଢିବନି ବିଦ୍ୟୁତ ଦର

ରାଜ୍ୟରେ ୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଦର ବଢିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଶ୍ରୀ ଦେବ କହିଛନ୍ତି ଯେ, ବିଦ୍ୟୁତ ଉପଭୋକ୍ତା ଆଶ୍ବସ୍ତ ରହିବା ଦରକାର।

ରାଜ୍ୟରେ ୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଦର ବଢିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଶ୍ରୀ ଦେବ କହିଛନ୍ତି ଯେ, ବିଦ୍ୟୁତ ଉପଭୋକ୍ତା ଆଶ୍ବସ୍ତ ରହିବା ଦରକାର। ଆଗାମୀ ୩ ବର୍ଷ ଯାଏଁ କୌଣସି ପ୍ରକାର ବିଦ୍ୟୁତ ଦର ବୃଦ୍ଧି ପାଇବ ନାହିଁ । ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ରାଜ୍ୟ ସରକାରଙ୍କ ଦରବୃଦ୍ଧି ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ । ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଉତ୍କୃଷ୍ଟ ସେବା ଦେବାକୁ ରାଜ୍ୟସରକାର ପ୍ରୟାସ କରୁଛନ୍ତି । ସବିସିଡ୍‌ ଦେଇଥିବା ରାଜ୍ୟକୁ ଛାଡ଼ିଲେ ସାରା ଦେଶରେ ଓଡ଼ିଶାର ବିଦ୍ୟୁତ୍‌ ଦର କମ୍‌ ରହିଥିବା ସେ କହିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.