ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ। ନିଜର ଅଶାଳୀନ ମନ୍ତବ୍ୟ ପାଇଁ ଏବେ ହଟହଟା ହେଉଛନ୍ତି ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ରାହୁଲଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଛି।

ପ୍ରଥମେ ଲୋକସଭା ସଦସ୍ଯତା ଓ ଏବେ ସରକାରୀ କ୍ଵାଟର ହରାଇବେ ରାହୁଲ। ନିଜର ଅଶାଳୀନ ମନ୍ତବ୍ୟ ପାଇଁ ଏବେ ହଟହଟା ହେଉଛନ୍ତି ରାହୁଲ ଗାନ୍ଧୀ। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ରାହୁଲଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାହୁଲ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ ଦିଆଯାଇଛି। 

ସୂଚନାନୁସାରେ। ରାହୁଲ ୨୦୦୪‌ରେ ଲୋକସଭାକୁ ଜଣେ ସାଂସଦ ଭାବେ ନିର୍ବାଚିତ ହେବାପରେ ତାଙ୍କୁ ୧୨, ତୁଗଲକ ଲେନ୍‌ ବଙ୍ଗଳା ମିଳିଥିଲା। ୨୦୦୪ରୁ ରାହୁଲ ଏହି ବଙ୍ଗଳାରେ ରହି ଆସୁଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.