ଛାଡପତ୍ର ପାର୍ଟି ଦେବେ ଅନୁଭବ

ଛାଡପତ୍ର ପାର୍ଟି ଦେବେ ଅନୁଭବ

‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି |’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି |

‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି |’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ବାସ୍ତବରେ ଓଲିଉଡ଼ ଫିଲ୍ମ  ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ ସିନେ-ଜଗତର ଅନେକ ନାମିଦାମୀ ଅଭିନେତା/ଅଭିନେତ୍ରୀ, ପ୍ରଯୋଜକ, ସିନେପ୍ରେମୀ ଯୋଗ ଦେଇଥିଲେ | ସାଂସଦ  ଅନୁଭବଙ୍କ ବ୍ୟତୀତ ଅଭିନେତା ଅରିନ୍ଦମ ଓ ଶ୍ରୀତମ ମଧ୍ୟ ଯୋଗ ଦେଇଥିଲେ | ତେବେ ମଞ୍ଚରେ ସଞ୍ଜୟଙ୍କ ସହ ହାଲକା ମୂଡ଼ରେ ଅନୁଭବ କହିବାର ଶୁଣିବାକୁ ମିଳିଥିଲା ଯେ, ‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି’ | ଏହାପରେ ଦର୍ଶକଙ୍କ ପଟରୁ କରତାଳି ଓ ହାସ୍ୟରୋଳ ଶୁଣାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.