‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

‘ଅପରେସନ ଗଙ୍ଗା’ର ଶେଷ ଉଡ଼ାଣ ଆଜି: ୟୁକ୍ରେନ୍‌ ଛାଡ଼ିଲେ ଶେଷ ବ୍ୟାଚ୍‌ ଭାରତୀୟ ଛାତ୍ର ସମେତ ସରକାରୀ କର୍ମଚାରୀ

ଆସନ୍ତାକାଲି ଗୁରୁବାର ଶେଷ ହେବ ଭାରତର ଅପରେସନ ଗଙ୍ଗା। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଶେଷ ହେବ । ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ ।

ଆସନ୍ତାକାଲି ଗୁରୁବାର ଶେଷ ହେବ ଭାରତର ଅପରେସନ ଗଙ୍ଗା। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଶେଷ ହେବ । ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ । ସ୍ୱତନ୍ତ୍ର ବିମାନରେ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଉଥିଲା।

ଏନଡିଟିର ରିପୋର୍ଟ ଅନୁସାରେ ୟୁକ୍ରେନରୁ ସରକାରୀ ଦଳର ଫେରିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଗୁରୁବାର ସଂଧ୍ୟା ସୁଦ୍ଧା ଅପରେସନ ଗଙ୍ଗା ଅଧିନରେ ଶେଷ ଉଡାଣ ଭରିବ। ଫେବ୍ରୁଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ସରକାର ପ୍ରାୟ ୧୮ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିଛନ୍ତି । ଏଥିରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ। ସୁମୀରେ ଫସିଥିବା ପ୍ରାୟ ୭୦୦ ଛାତ୍ରଛାତ୍ରୀଙ୍କ ଶେଷ ଗ୍ରୁପ୍ ୟୁକ୍ରେନର ପଶ୍ଚିମ ରାସ୍ତାରେ ଅଛନ୍ତି । ସୀମା ପାର ହେବା ପରେ ବିମାନ ଭାରତ ପାଇଁ ଶେଷ ଉଡାଣ ଭରିବ।   

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.