ବାଜିଲା ବିଗୁଲ୍‌ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

ବାଜିଲା ବିଗୁଲ୍‌ : ଫେବୃଆରୀ ୧୬ରୁ ପଞ୍ଚାୟତ ଭୋଟ, ୫ ପର୍ଯ୍ୟାୟରେ ନିର୍ବାଚନ

କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ ।

କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.