ଚଳିତ ବର୍ଷ ପାରାଦ୍ୱୀପ ପୋର୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚଳିତ ବର୍ଷ ପାରାଦ୍ୱୀପ ପୋର୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଦ୍ରୌପଦୀ ମୁର୍ମୁ ବନ୍ଦରନଗରୀ ପାରାଦ୍ବୀପ ଗସ୍ତ କରୁଛନ୍ତି ।

ଆସନ୍ତା ୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଦ୍ରୌପଦୀ ମୁର୍ମୁ ବନ୍ଦରନଗରୀ ପାରାଦ୍ବୀପ ଗସ୍ତ କରୁଛନ୍ତି । ପୂର୍ବରୁ ପାରାଦ୍ୱୀପ ବନ୍ଦର ପରିଦର୍ଶନରେ କୌଣସି ରାଷ୍ଟ୍ରପତି ଆସି ନଥିବା ବେଳେ ପ୍ରଥମ ରାଷ୍ଟ୍ରପତି ଭାବେ ମୁର୍ମୁ ଏହି ଗସ୍ତ କରିବାକୁ ଯାଉଛନ୍ତି । ଆଜି ଏହାକୁ ନେଇ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିବା ଜଣାପଡିଛି । ଚଳିତ ମାସ 27 ତାରିଖରେ ରାଷ୍ଟ୍ରପତି ପର୍ବାହ୍ନ ୧୦ଟା ବେଳେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । ଏନେଇ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.