ମୟୂରଭଞ୍ଜରୁ ଦିଲ୍ଲୀକୁ ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା

ମୟୂରଭଞ୍ଜରୁ ଦିଲ୍ଲୀକୁ ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା

ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି ।ନିକଟରେରାଷ୍ଟ୍ରପତି ଫର୍ମ-୮ ପାଳନ କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଂଜ ଜିଲ୍ଲା ରହିଥିବା ବେଳେ ବର୍ତ୍ତମାନରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା ନୂଆଦିଲ୍ଲୀ ହୋଇଯିବ।

ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି ।ନିକଟରେରାଷ୍ଟ୍ରପତି ଫର୍ମ-୮ ପାଳନ କରିଛନ୍ତି । ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଂଜ ଜିଲ୍ଲା ରହିଥିବା ବେଳେ ବର୍ତ୍ତମାନରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା ନୂଆଦିଲ୍ଲୀ ହୋଇଯିବ।  ଏଥିପାଇଁ ଆରମ୍ଭ ହୋଇଛି ଆଇଡି କାର୍ଡର ଠିକଣା ପରିବର୍ତନ ପ୍ରକ୍ରିୟା । 

ସୂଚନାନୁସାରେ, ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ ପହଂଚି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କ ଦିଲ୍ଲୀ ଠିକଣା ସହ ନୂଆ ଭୋଟର ପରିଚୟ ପତ୍ର ପାଇବେ । ଫଳରେ ଆଗାମୀ ନିର୍ବାଚନରେ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟ୍ ଦେଇପାରିବେ ରାଷ୍ଟ୍ରପତି । ଦିଲ୍ଲୀରେ ଜାରି ରହିଥିବା ଭୋଟର ତାଲିକାରେ ନାଁ ଯୋଡିବା ଓ ସଂଶୋଧନ କାର୍ଯ୍ୟକ୍ରମର ବିଶେଷ ଅଭିଯାନ ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.