ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି।ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ମାଲ୍ୟାଙ୍କୁ ଗୋଟିଏ ସମୟରେ ଦୁଇ ଦୁଇଟି ଝଟକା ମିଳିଛି ।
ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି।ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ମାଲ୍ୟାଙ୍କୁ ଗୋଟିଏ ସମୟରେ ଦୁଇ ଦୁଇଟି ଝଟକା ମିଳିଛି । ଗୋଟିଏ ପଟରେ ସେ ଆର୍ଥିକ ଅପରାଧୀ ଘୋଷିତ ହୋଇସାରିଛନ୍ତି ତ ଅନ୍ୟପଟେ ତାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଏଠାରେ ସୂଚନାଯୋଗ୍ୟ ଯେ, ଏବେ ଋଗଣ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ଲାଗି ୧୩ରୁ ଅଧିକ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କିନ୍ତୁ କମ୍ପାନି କ୍ଷତି ସହିବାରୁ ଋଣ ପରିଶୋଧ ନ କରି ସେ ଇଂଲଣ୍ଡ ପଳାୟନ କରିଥିଲେ ।
Ratnamani Maharana
Shakespeare, in the beautiful garden, among the party. Some of the hall: in fact she was ever to.