ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍‌ ଲାଶରମ୍‌ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି।

ନଭେମ୍ବର ୨୯ରେ ମଣିପୁରର ଇମ୍ଫାଲରେ ବିବାହ କରିବେ। ସେହିଭଳି ମୁମ୍ବାଇରେ ରିସେପ୍ସନ ହେବ। ତେବେ ଏହି ବିବାହରେ ମଣିପୁର ପରମ୍ପରାର ଝଲକ ଦେଖିବାକୁ ମିଳିବ। ସେହିଭଳି ମଣୁପୁରର ଖାଦ୍ୟ ସହ ଲୋକ ସଂଗିତର ଅନୁଭବ ଅତିଥିମାନେ କରିପାରିବାର ବନ୍ଦୋବସ୍ତ କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.