ଘରେ ପ୍ରସ୍ତୁତ କରନ୍ତୁ ଆନ୍ଧ୍ର ଷ୍ଟାଇଲ୍‌ ''ମସଲା ଭେଣ୍ଡି''

ଘରେ ପ୍ରସ୍ତୁତ କରନ୍ତୁ ଆନ୍ଧ୍ର ଷ୍ଟାଇଲ୍‌ ''ମସଲା ଭେଣ୍ଡି''

କଡ଼େଇରେ ତେଲ ଗରମ କରନ୍ତୁ। ତେଲ ତାତିବା ପରେ ସେଥିରେ ଧନିଆ, ଜିରା ଓ ପିଆଜ ପକାନ୍ତୁ।  ଏହା ଟିକେ ଭାଜି ହୋଇଯିବା ପରେ ସେଥିରେ ଭେଣ୍ଡି ପକାନ୍ତୁ। ଏହାପରେ ଗୋଟା ଶୁଖିଲା ଲଙ୍କା, ବାଦାମ ଓ ରସୁଣକୁ  ଭଲ ଭାବେ ପେଷ୍ଟ୍‌ କରିଦିଅନ୍ତୁ ଭେଣ୍ଡି ସିଝିଯିବା ପରେ ପେଷ୍ଟ୍‌କୁ ଭେଣ୍ଡିରେ ପକାଇ ଭଲ ଭାବେ କଷନ୍ତୁ।

ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ତେଲ, ପିଆଜ,ଧନିଆ, ଜିରା, ଲୁଣ, ଶୁଖିଲା ଲଙ୍କା, ଭଜା ବାଦାମ, ରସୁଣଓ ହଳଦୀ


ପ୍ରସ୍ତୁତି ପ୍ରଣାଳୀ:   କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ତାତିବା ପରେ ସେଥିରେ ଧନିଆ, ଜିରା ଓ ପିଆଜ  ପକାନ୍ତୁ।  ଏହା ଟିକେ ଭାଜି ହୋଇଯିବା ପରେ ସେଥିରେ  ଭେଣ୍ଡି ପକାନ୍ତୁ। ଏହାପରେ ଗୋଟା ଶୁଖିଲା ଲଙ୍କା, ବାଦାମ ଓ ରସୁଣକୁ  ଭଲ ଭାବେ ପେଷ୍ଟ୍‌ କରିଦିଅନ୍ତୁ ଭେଣ୍ଡି ସିଝିଯିବା ପରେ ପେଷ୍ଟ୍‌କୁ ଭେଣ୍ଡିରେ ପକାଇ ଭଲ ଭାବେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। କିଛି ସମୟ ଛାଡି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆନ୍ଧ୍ର ଷ୍ଟାଇଲ୍‌ ମସଲା ଭେଣ୍ଡି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.