ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ।

ଶୀତଦିନରେ ଗାଁଠାରୁ ସହର ଯାଏ ଯଦି କିଛି ମିଳେ ତେବେ ତାହା ହେଉଛି ପାରିବା। ତେବେ ଶୀତଦିନେ ମିଳୁଥିବା ପରିବାକୁ ନେଇ ଯଦି ଆମେ କିଛି ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛେ। ଆଜି ଆମେ ଶୀତଦିନିଆ ପାରିବା ମୂଳାକୁ ନେଇ ତିଆରି କରିବା ‘ମୂଳା ରାଇତା’।

ଆବଶ୍ୟକ ସାମଗ୍ରୀ 

ମୂଳା, ଅଦା, ଧନିଆ ପତ୍ର, ଜିରା, ଦହି, ଚିନି ଓ ଲୁଣ।

ପ୍ରଥମେ ମୂଳାକୁ ପାଣିରେ ଭଲ ଭାବେ ସଫା କରି ଦିଅନ୍ତୁ। ତା’ପରେ କୋରଣାରେ ଏହାକୁ କୋରି ଦିଅନ୍ତୁ। ଏହା ପରେ ଅଦାକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଧନିଆ ପତ୍ରକୁ ଭାବେ ଧୋଇ କାଟି ରଖନ୍ତୁ। ଏବେ ଏକ କଡ଼େଇରେ ଜିରାକୁ ହାଲ୍‌କା ଭାଜି ଦିଅନ୍ତୁ। ପରେ ସେଥିରେ କୋରା ମୂଳା, ଧନିଆ ପତ୍ର ଓ କଟା ଅଦା ସବୁକୁ ପକାନ୍ତୁ। ଏହାପରେ ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ। ଶେଷରେ ଚିନି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୂଳା ରାଇତା’। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.