ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା।

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା। ଗତକାଲି ଏକ ଘଣ୍ଟା 50 ମିନିଟ ବିଳମ୍ବରେ ଗଡିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ । ପ୍ରଭୁ ଲିଙ୍ଗରାଜ, ଉଭଣୀ ରୁକ୍ମିଣୀ ଓ ପ୍ରଭୁ ଦୋଳ ଗୋବିନ୍ଦ ରଥାରୁଢ ହୋଇ ମାଉସୀ ଘର ତଥା ରାମେଶ୍ବର ମନ୍ଦିର ଅଭିମୁଖେ ବାହାରିଥିଲେ । ରୁକୁଣା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥଲେ ।

 

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.