ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ଓଲିଉଡ ଜଗତକୁ ପୁଣି ଦୁଃଖ ଖବର। ଜଣଙ୍କ ପରେ ଜଣେ ଅଭିନେତାଙ୍କ ଦେହାନ୍ତ ହେଉଛି।

ଓଲିଉଡ ଜଗତକୁ ପୁଣି ଦୁଃଖ ଖବର। ଜଣଙ୍କ ପରେ ଜଣେ ଅଭିନେତାଙ୍କ ଦେହାନ୍ତ ହେଉଛି। ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ଘଟିଛି । ଓଲିଉଡ ଜଗତରେ ଦୁଃଖର ଲହରୀ ଖେଳିଯାଇଛି। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲି ଫିଲ୍ମ ପ୍ରାୟଶ୍ଚିତରେ ସେ ଅଭିନୟ କରିଥିଲେ । ଓଡ଼ିଆ ସିନେମା ଓ ଅନେକ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ଅତି ପରିଚିତ ହୋଇଥିଲେ । ହୁଏତ ସେ ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ସର୍ବଦା ଆମ ହୃଦୟରେ ରହିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.