ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର

କର୍ଣ୍ଣାଟକା ହାଇ ପଲଟିକାଲ ଡ୍ରାମାରେ ବାଜିମାରିନେଲେ ସିଦ୍ଦରମୈୟା। ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ କରିଛି କଂଗ୍ରେସ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଡେପୁଟି ସିଏମ୍‌ ହେବାନେଇ ସୂଚନା ମିଳିଛି।

କର୍ଣ୍ଣାଟକା ହାଇ ପଲଟିକାଲ ଡ୍ରାମାରେ ବାଜିମାରିନେଲେ ସିଦ୍ଦରମୈୟା। ଶେଷରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ କରିଛି କଂଗ୍ରେସ। ଶିବକୁମାରଙ୍କୁ କଂଗ୍ରେସ ପକ୍ଷରୁ ଡେପୁଟି ସିଏମ୍‌ ହେବାନେଇ ସୂଚନା ମିଳିଛି। ଶପଥ ଗ୍ରହଣ ସମାହୋର ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ସୂଚନାନୁସାରେ, କର୍ନାଟକ ବିଧାନସଭା ନିର୍ବାଚନ ଫଳ ମେ’ ୧୩ରେ ଆସିଥିଲା। ୨୨୪ ଆସନ ମଧ୍ୟରୁ କଂଗ୍ରେସ ୧୩୫ ଦଖଲକରି ଅଭୂତପୂର୍ବ ବିଜୟ ହାସଲ କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.