ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ହାତ ଧରିବେ ଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋସନ୍। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି।ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହେବେ ।

ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ହାତ ଧରିବେ ଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋସନ୍। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି।ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହେବେ । ବେଶ୍ କିଛି ଦିନ ସିକ୍ରେଟ୍ ରୂପେ ଉଭୟ ପରସ୍ପରକୁ ଡେଟ୍ କରିବା ପରେ ଏବେ ପୂରା ଖୋଲାଖୋଲି ଭାବେ ମିଡିଆ ଆଗରେ ପୋଜ ଦେଉଛନ୍ତି ଏପରିକି କିସ୍ ମଧ୍ୟ କରୁଛନ୍ତି। ସବାଙ୍କୁ ହ୍ରିତିକଙ୍କ ଘର ଲୋକେ ମଧ୍ୟ ପସନ୍ଦ କରୁଛନ୍ତି। ଏପରିକି ହ୍ରିତିକଙ୍କ ଦୁଇ ପୁଅ ସବାଙ୍କୁ ଗ୍ରହଣ କରିସାରିଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.