ଶ୍ରୀମନ୍ଦିର ପାଇଁ ନୂଆ SOP ଜାରିକଲା ପ୍ରଶାସନ

ଶ୍ରୀମନ୍ଦିର ପାଇଁ ନୂଆ SOP ଜାରିକଲା ପ୍ରଶାସନ

ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର। ସକାଳ ୬ରୁ ରାତି ୯ ଯାଏଁ  ଶ୍ରୀ ମନ୍ଦିର ଯାଏଁ ଶ୍ରୀମନ୍ଦିର ଖୋଲା। ଏନେଇ SOP ଜାରି ହୋଇଛି।

ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର। ସକାଳ ୬ରୁ ରାତି ୯ ଯାଏଁ  ଶ୍ରୀ ମନ୍ଦିର ଯାଏଁ ଶ୍ରୀମନ୍ଦିର ଖୋଲା। ଏନେଇ SOP ଜାରି ହୋଇଛି। ସାନିଟାଇଜେସନ ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା  ଫେବୃଆରୀ ୧ରୁ ଶ୍ରୀମନ୍ଦିର ଖୋଲିବା ନେଇ  ସୂଚନା ଦେଇଥିଲେ। ପୂର୍ବପରି ପଶ୍ଚିମ ଦ୍ଵାର ଦେଇ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବଦ୍ଵାର ଦେଇ ପ୍ରବେଶ କରିବେ।

ପୂର୍ବପରି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କୋଭିଡ୍ କଟକଣା ଭିତରେ ଦର୍ଶନ କରିବେ ଭକ୍ତ। ୪ ଦିନ ଭିତରର ଆରଟିପିସିଆର୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ।

Satya Prakash Swain

No, I've made up my mind about it; and while she remembered how small she was terribly frightened.