ହାଇଦ୍ରାବା‌ଦ ହସ୍ପିଟାଲରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବା‌ଦ ହସ୍ପିଟାଲରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସକାଳେ ହାଇଦ୍ରାବା‌ଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସକାଳେ କେସିଆର ପେଟରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସକାଳେ ହାଇଦ୍ରାବା‌ଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସକାଳେ କେସିଆର ପେଟରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଭିନ୍ନ ପ୍ରକାର ଟେଷ୍ଟ୍‌ ଏବଂ ଏଣ୍ଡୋସ୍କୋପି କରିବାପରେ ଜଣାପଡ଼ିଲା ଯେ କେସିଆରଙ୍କ ପେଟରେ ଘା’ ହୋଇଛି। ଏଥିପାଇଁ କେସିଆର୍‌ ଏବେ ଚିକିତ୍ସାଧୀନ ଅଛନ୍ତି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.