ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ

ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ

ଆମ ଆଖପାଖରେ ଥିବା ଜୀବଜନ୍ତୁ ଆମକୁ କୌଣସି ନା କୌଣସି ସଂକେତ ଦେଇଥାନ୍ତି। କିଛି ପଶୁପକ୍ଷୀ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି। ଆଉକିଛି ପଶୁପକ୍ଷୀ ଆମକୁ ଅଶୁଭ ସଂକେତ ଦେଇଥାନ୍ତି। ସେହିପରି ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ।

ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବଜନ୍ତୁ, ବୃକ୍ଷଲତା ମାନଙ୍କର ଏକ ଖାସ ବିଶେଷତା ରହିଛି। ଆମ ଆଖପାଖରେ ଥିବା ଜୀବଜନ୍ତୁ ଆମକୁ କୌଣସି ନା କୌଣସି ସଂକେତ ଦେଇଥାନ୍ତି। କିଛି ପଶୁପକ୍ଷୀ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି। ଆଉକିଛି ପଶୁପକ୍ଷୀ ଆମକୁ ଅଶୁଭ ସଂକେତ ଦେଇଥାନ୍ତି।  ସେହିପରି ଆସନ୍ତୁ ଜାଣିବା ପେଚାକୁ ନେଇ କଣ କହେ ବାସ୍ତୁ। 

୧- ଦୀପାବଳୀ ଦିନ ପେଚା ଦେଖିଲେ ଶୁଭ ହୋଇଥାଏ।  

୨- ଗର୍ଭବତୀ ମହିଳା ପେଚା ଦେଖିଲେ ଶୁଭ ହୋଇଥାଏ। କୌଣସି ବେମାର ବ୍ୟକ୍ତିକୁ ପେଚା ସ୍ପର୍ଶ କଲେ, ରୋଗୀର ବଡ଼ ରୋଗ ଭଲ ହୋଇ ଯାଇଥାଏ। 

୩- ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାଉଥିବା ସମୟରେ ପେଚା ଦେଖୁଛନ୍ତି, ତାହେଲେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ। 

୪- ଯଦି ପେଚା ଆପଣଙ୍କ ଆଖିରେ ଆଖି ମିଶାଇ ଦେଖୁଚି ଏଗେକେ ବୁଝି ଯାଆନ୍ତୁ କି ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। 

୫- ପେଚା ବାମ ପଟକୁ ଦେଖି ରାବୁଥିବ, ତାହେଲେ ଶୁଭ ହୋଇଥାଏ। ଯଦି ପେଚା ଡାହାଣ ପଟକୁ ଦେଖି ରାବୁଥିବ, ତାହେଲେ ଅଶୁଭ ହୋଇଥାଏ। 

୬- ଯଦି ପେଚା କୌଣସି ଘର ଉପରେ ବସିଥାଏ, ତାହେଲେ ସେହି ଘର ଖୁବ୍ ଶୀଘ୍ର ବର୍ବାଦ ହୋଇ ଯାଇଥାଏ। ଯଦି ଘରର ଛାତ ଉପରେ ପେଚା ବସିଥିବାର କୌଣସି ବ୍ୟକ୍ତି ଦେଖନ୍ତି, ତାହେଲେ ସେହି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ପେଚାର ନଖ, ପର ଆଦି ତନ୍ତ୍ର ସାଧନାରେ ପ୍ରୟୋଗ କରାଯାଇଥାଏ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.