ହସ୍ପିଟାଲ ଯାଇ ଆହତ ସୈନ୍ୟଙ୍କୁ ଭେଟିଲେ ରାଷ୍ଟ୍ରପତି ଜେଲେନସ୍କି

ହସ୍ପିଟାଲ ଯାଇ ଆହତ ସୈନ୍ୟଙ୍କୁ ଭେଟିଲେ ରାଷ୍ଟ୍ରପତି ଜେଲେନସ୍କି

ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ୧୯ ଦିନରେ ପହଂଚିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ୟେକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଋଷ ପକ୍ଷରୁ ଆକ୍ରମଣ କରାଯାଉଛି ।

ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ୧୯ ଦିନରେ ପହଂଚିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ୟେକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଋଷ ପକ୍ଷରୁ ଆକ୍ରମଣ କରାଯାଉଛି । ଋଷର ଯୁଦ୍ଧ ଟ୍ୟାଙ୍କକୁ ମଧ୍ୟ ୟୁକ୍ରେନ୍ ନଷ୍ଟ କରୁଥିବା ଦାବି କରୁଛି । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରିଛନ୍ତି ।ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଆହତ ସୈନିକଙ୍କ ମନୋବଳ ବଢାଇଛନ୍ତିି ଜେଲେନସ୍କି । କିଛି ସମୟ ହସ୍ପିଟାଲରେ ରହି ଆହତ ସୈନିକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ସେଲ୍ଫି ନେଇଥିଲେ । ଏହା ସହ ଆହତ ସୈନିକଙ୍କୁ ସମ୍ମାନିତ କରିଛନ୍ତି । ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.