ସାର୍ଟିଫିକଟେ ଜାଲିଆତି ରୋକିବା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିକ ଆଇଡି

ସାର୍ଟିଫିକଟେ ଜାଲିଆତି ରୋକିବା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିକ ଆଇଡି

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର । ନୂଆ ନିଷ୍ପତ୍ତି ଜାତୀୟ ଶିକ୍ଷାନୀତି ଅନୁସାରେ ପିଲାଙ୍କୁ ମିଳିବ ଏଡୁ ଲକର । ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ପୁରା ରେକର୍ଡ ରହିବ । 

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର । ନୂଆ ନିଷ୍ପତ୍ତି ଜାତୀୟ ଶିକ୍ଷାନୀତି ଅନୁସାରେ ପିଲାଙ୍କୁ ମିଳିବ ଏଡୁ ଲକର । ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ପୁରା ରେକର୍ଡ ରହିବ । ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡି ଲାଗୁହେବ । ଏହି ଆଇଡି ଜାଲ ନକଲି ସାର୍ଟିଫିକଟ ରୋକିବାରେ ସହାୟକ ହେବ ।ଜାତୀୟ ଶିକ୍ଷାନୀତି ଅନୁସାରେ ଡିଜି ଲକର ଭଳି ତିନି ବର୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏଡୁ ଲକର। ଡ଼ିଆଇସି, ଏନଆଇସି, ଏନଇଟିଏଫ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାର ପୁରା ଯାତ୍ରାର ରହିବ ରେକର୍ଡ, ମିଳିବ ଆଇ କାର୍ଡ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.