ୟୁପିଆଇ ପେମେଣ୍ଟ ନେଣଦେଣ ଉପରେ ରହିବ ଶୁକ୍ଳ

ୟୁପିଆଇ ପେମେଣ୍ଟ ନେଣଦେଣ ଉପରେ ରହିବ ଶୁକ୍ଳ

ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏନେଇ ସୂଚନାଦେଇଛି ଏନପିସିଆଇ।

ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏନେଇ ସୂଚନାଦେଇଛି ଏନପିସିଆଇ। ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ। ଏନପିସିଆଇ କହିଛି ଯେ ଏଥିପାଇଁ ବ୍ୟାଙ୍କ କିମ୍ବା ଗ୍ରାହକଙ୍କୁ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ | ଏନପିସିଆଇ କହିଛି ଯେ ଚାର୍ଜ କେବଳ ପିପିଆଇ(ପ୍ରିପେଡ ପେମେଂଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ) ଉପରେ ପ୍ରଯୁଜ୍ୟ ହେବ ଏବଂ ଏଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ |

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.