ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ ଟ୍ରକ ରାସ୍ତାରେ ଅଟକିଛି। ଏଣେ କିଛି ଟ୍ରକ୍ ଗନ୍ତବ୍ୟସ୍ଥଳରୁ ବାହାରି ପାରି ନଥିବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।ବାଇଗଣର ଦର ଗତକାଲି ୨୦ ଟଙ୍କା ଥିଲା, ଆଜି ତାହା ୬୦ ଟଙ୍କା କେଜି ମୂଲରେ ଉପଲବ୍ଧ। ଏଣେ ଝୁଡ଼ୁଙ୍ଗର ଦର କିଲୋ ପ୍ରତି ୪୦ରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି। ଠିକ୍ ସେହିପରି ପୋଟଳ ଦର ଗତକାଲି ୧୦୦ ଟଙ୍କା ଥିଲା, ହେଲେ ଆଜି ତାହା ୧୩୦ ଟଙ୍କା ହୋଇଛି। ଏଣେ ସାରୁର ମୂଲ୍ୟ ଗତକାଲି କିଲୋ ପିଛା ଥିଲା ୪୦ ଟଙ୍କା, ହେଲେ ଆଜି ରାଜଧାନୀରେ ଏହାର ଦର ୬୦ ଟଙ୍କାରେ ପହଞ୍ଚିଛି। ବିନର ଦର କିଲୋ ପ୍ରତି ୭୦ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି କାକୁଡ଼ିର ମୂଲ୍ୟ କିଲୋ ପ୍ରତି ଥିଲା ୩୦ ଟଙ୍କା, ହେଲେ ଆଜି ତାହା ୫୦ ଟଙ୍କାରେ ବିକ୍ରି ହେଉଛି।
ଗତକାଲି ବନ୍ଧା କୋବିର ଦର ଥିଲା ୧୦ ଟଙ୍କା ହେଲେ ଆଜି ଏହାର ଦର ଦ୍ବିଗୁଣିତ ହୋଇ ୨୦ ଟଙ୍କାରେ ପହଞ୍ଚିଛି। ଏ

ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି।
Ratnamani Maharana
Shakespeare, in the beautiful garden, among the party. Some of the hall: in fact she was ever to.
Categories
- Nature (11)
- News (7)
- Design (1)
- Entertainment (1)
- Lifestyle (1)
Lastest Posts
L
-
-
-
Karan Johar appeals to government to allow cinemas to operate, writes cinemas are safe
30 Dec, 2021 12,110 views -
The driver poisoned the trust of the owner: The driver was arrested for stealing the vehicle
03 Oct, 2022 9,099 views
Your experience on this site will be improved by allowing cookies.
Cookie Policy