ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା, ଆଜି ପାଇଁ କେତେକ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା, ଆଜି ପାଇଁ କେତେକ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା। ଗୋଟିଏ ପରେ ଗୋଟିଏ ପଶ୍ଚିମାଝଡ ଓଡିଶାବାସୀଙ୍କ ଦୁଖକୁ ଆହୁରି ବୃଦ୍ଧି କରୁଛି।

ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ରେ ଭିଜିବ ଓଡିଶା। ଗୋଟିଏ ପରେ ଗୋଟିଏ ପଶ୍ଚିମାଝଡ ଓଡିଶାବାସୀଙ୍କ ଦୁଖକୁ ଆହୁରି ବୃଦ୍ଧି କରୁଛି। କେଉଁଠି କୁଆର ପଥର ବର୍ଷାରେ ଫସଲ ଉଜୁଡି ଯାଉଛି ତ କାହାର ନୂଆଣିଆ ଘର ଭାଙ୍ଗିଦଉଛି। ଏଥିମଧ୍ୟରେ ଆଜିଠାରୁ ଆଉ ଏକ ପଶ୍ଚିମଝଡ ଓଡିଶାରେ ପ୍ରଭାବ ଦେଖାଇବ।  ଆଜି ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ପାଇଁ କେତେକ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗଜାରି କରିଛି ପାଣିପାଗ ବିଭାଗ। ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.