News

ଡବଲ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ କ୍ରିମିନାଲ ବାବୁ ନାଇକର ମୃତ୍ୟୁ

gun-firing

ଦୁର୍ଦ୍ଦାନ୍ତ କ୍ରିମିନାଲ ବାବୁ ନାଇକକୁ ଏନକାଉଣ୍ଟର କଲା ପୋଲିସ । ଜଗନ୍ନାଥପ୍ରସାଦ ନିକଟରେ ବାବୁକୁ ଏନକାଉଣ୍ଟର ହୋଇଛି। ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ହେବା ପରେ ବାବୁ ନାଇକଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାବୁଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।

gun-firing

ବାବୁ ନିକଟରୁ ଦୁଇଟି ବନ୍ଧୁକ, ତିନୋଟି ଜୀବନ୍ତ ଗୁଳି, ଗୋଟିଏ ମୋଟର ସାଇକେଲ ଜବତ ହୋଇଛି । ଏହାସହ ବାବୁ ସହିତ ଥିବା ତପନ ଜେନାକୁ ମଧ୍ୟ ପୋଲିସ କାବୁ କରିଛି । ତପନ ସାଧାରଣ ଭାବରେ ଆହତ ହୋଇଥିଲା ମାତ୍ର ପରେ ସେ ମୃତ୍ୟୁବରଣ କରିଛି।

ପୋଲିସ ତାକୁ ଖୋଜି ଖୋଜି ଧରିଥିଲା ଗତ ଅକ୍ଟୋବର ୧୦ ତାରିଖରେ। ପୋଲିସ ପିଛା କରୁଥିବା ବେଳେ ସେ ଧରିଥିବା ବୋମା ଫୁଟି ଯିବାରୁ ଆହତ ହୋଇଥିଲା ବାବୁ। ଦେଢ଼ ମାସ ଧରି ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲା। ଏହାପରେ ବ୍ରହ୍ମପୁର ବଡ଼ ମେଡିକାଲରୁ ପୁଣି ଥରେ ଚମ୍ପଟ ମାରିଥିବା ବେଳେ ଆଜି ପୋଲିସ ଏନକାଉଣ୍ଟରେ ମୃତ୍ୟୁ ହୋଇଛି।

ପଢନ୍ତୁ; ‘ହତ୍ୟା’ ବୟାନକୁ ନେଇ ବିବାଦରେ କୁମାରସ୍ଵାମୀ

Related posts

ଏବେ ମିଳିବ ବିଦ୍ୟୁତ୍ ଚାଳିତ କାର୍ – ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା

ENO Beuro

୨୪ ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା : ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ENO Beuro

ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

ENO Beuro

Leave a Comment