ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ “ମୋ ମା”

“ମୋ ମା” ଗୀତର ଲିରିକ୍ସ ଖୁବ ହୃଦୟ ସ୍ପର୍ଶୀ

ଭିନ୍ନ ଭିନ୍ନ ମନଛୁଆଁ ଗୀତରେ Enewsodia ସର୍ବଦା ସ୍ରୋତାଙ୍କର ଖୁବ ମନୋରଞ୍ଜନ କରିଆସିଛି । ନିକଟରେ Enewsodia‘ମଦର୍ସ ଡେ’ ଉପଲକ୍ଷେ ଆଉ ଏକ ନୂଆ ଗୀତ ଦର୍ଶକଙ୍କୁ ଭେଟି ଦେଇଛି । ଗୀତର ଟାଇଟଲ ରହିଛି “ମୋ ମା” । ଗୀତର ଲିରିକ୍ସ ଖୁବ ହୃଦୟ ସ୍ପର୍ଶୀ ରହିଛି । ଯାହାକୁ ଶୁଣିବା ମାତ୍ରେ ଆପଣ ନିଶ୍ଚିତ ଆପଣଙ୍କ ମା’ଙ୍କୁ ମନେପକାଇବେ ।

କଣ୍ଠଦାନ କରିଛନ୍ତି ମହାଦେବ , ଏଥିରେ ସଙ୍ଗୀତ ନିର୍ଦେଶନା ରଞ୍ଜନ ସାମଲ ଦେଇଥିବା ବେଳେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ସିଦ୍ଧାର୍ଥ ଗୌତମ ଏବଂ ପ୍ରଣବ ପ୍ରସନ୍ନ ରଥ , ଲିରିକ୍ସ ସଜେଇଛନ୍ତି ଡ. ସୁଶାନ୍ତ ପାଣି ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣଏହି ସଙ୍ଗୀତ ଟିର ମୁଖ୍ୟ ଦାୟିତ୍ଵ ଆରମ୍ଭ ରୁ ଶେଷ ଯାଏଁ ତୁଲାଇଛନ୍ତି ମାନସ ପରିଡା ।

ଗୀତକୁ ସୋସିଆଲ ମିଡିଆ ୟୁ-ଟ୍ୟୁବରେ ରିଲିଜ କରାଯାଇଛି । ଏହା ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ପଢନ୍ତୁ ;

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

ନିକଟରେ Enewsodia‘ମଦର୍ସ ଡେ’ ଉପଲକ୍ଷେ ଆଉ ଏକ ନୂଆ ଗୀତ ଦର୍ଶକଙ୍କୁ ଭେଟି ଦେଇଛି । ଗୀତର ଟାଇଟଲ ରହିଛି  - 91%

91%

ଗୀତକୁ ସୋସିଆଲ ମିଡିଆ ୟୁ-ଟ୍ୟୁବରେ ରିଲିଜ କରାଯାଇଛି - 90%

90%
90.5%

Excellent!

ବିଶ୍ଵ ମାତୃ ଦିବସ ଉପଲକ୍ଷେ Enewsodia ତରଫରୁ ରିଲିଜ ହେଉଛି ଏକ ହୃଦୟଭରା ଗୀତ "ମୋ ମା''

ଭିନ୍ନ ଭିନ୍ନ ମନଛୁଆଁ ଗୀତରେ Enewsodia ସର୍ବଦା ସ୍ରୋତାଙ୍କର ଖୁବ ମନୋରଞ୍ଜନ କରିଆସିଛି । ନିକଟରେ Enewsodia‘ମଦର୍ସ ଡେ’ ଉପଲକ୍ଷେ ଆଉ ଏକ ନୂଆ ଗୀତ ଦର୍ଶକଙ୍କୁ ଭେଟି ଦେଇଛି । ଗୀତର ଟାଇଟଲ ରହିଛି "ମୋ ମା'' । ଗୀତର ଲିରିକ୍ସ ଖୁବ ହୃଦୟ ସ୍ପର୍ଶୀ ରହିଛି । ଯାହାକୁ ଶୁଣିବା ମାତ୍ରେ ଆପଣ ନିଶ୍ଚିତ ଆପଣଙ୍କ ମା’ଙ୍କୁ ମନେପକାଇବେ ।

No Votes Yet

You're not rated yet