SPORTS

ଇଂଲଣ୍ଡ ଜିତିଲା ତୃତୀୟ ଦିନିକିଆ ମହିଳା ସିରିଜ

Untitled-f

କ୍ରମାଗତ ୨ଟି ମ୍ୟାଚ ହାରିବା ପରେ ଶେଷରେ ତୃତୀୟ ଦିନିକିଆ ମ୍ୟାଚକୁ ହାତେଇନେଇଛି ଇଂଲଣ୍ଡର ମହିଳା ଦଳ। ଭାରତ ୮ ୱିକେଟ ରେ ୨୦୫ ରନ ସଂଗ୍ରହ କଲାବେଳେ ଇଂଲଣ୍ଡ ୪୮. ୫ ଓଭରରେ ୮ ଟି ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଝୁଲଣ ଗୋସ୍ଵାମୀ ୩ଟି ୱିକେଟ ଅକ୍ତିଆର କରିଥିଲାବେଳ ଶିଖା ପାଣ୍ଡେ ଓ ପୁନମ ଯାଦବ ୨ଟି ଲେଖାଏ ୱିକେଟ ନେଇଥିଲେ। ଜବାବରେ ଇଂଲଣ୍ଡ ୪୯ ରନରେ ୫ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା। ମଧ୍ୟଭାଗରେ ଡାନିଏଲ ୱାଟ ଓ ହିଥର ନାଇଟିସ ଲଢୁଆ ବ୍ୟାଟିଂ କରି ଦଳକୁ ଜିତାଇଥିଲେ

ବିଜୟୀ ଦଳର ବ୍ରନ୍ତ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡ ତୃତୀୟ ଦିନିକିଆ ଜିତିଥିଲେ ହେଁ ଭାରତ ୨-୧ ରେ ସିରିଜ ବିଜୟ ହାସଲ କରିଥିଲା।

ପଢନ୍ତୁ;ପୁଣି ଘଡଘଡି ସହ ବର୍ଷା : ଉତ୍ତର ଓଡିଶା ରେ ୩ ରୁ ୬ ଯାଏ ବର୍ଷିବ

Related posts

ପ୍ରଥମ ଟି-୨୦: ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

ENO Beuro

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ଭାରତ

ENO Beuro

Leave a Comment