News

ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା

Students

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା  ଦିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯିବ । ପରେ ପ୍ରତି ଓଡିଆ ମାଧ୍ୟମ ସ୍କୁଲରେ ପ୍ରଥମରୁ ଇଂରାଜୀ ଶିକ୍ଷା ପ୍ରଚଳନ କରାଯିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ  ସୂଚନା ଦେଇଛନ୍ତି । ଏଣିକି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ୍ ଦେଢ ଘଣ୍ଟିଆ ହେବ । ପୂର୍ବରୁ ପ୍ରତି ପିରିୟଡ୍ ୪୫ ମିନିଟ୍ କରାଯାଉଥିଲା । ମାଟ୍ରିକ୍ ପରୀକ୍ଷା ରେଜଲ୍ଟକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସିବିଏସଇ ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଏହାର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଅଭିଭାବକମାନଙ୍କ ଦାବିକୁ ନେଇ ପୁନର୍ବିଚାର ପାଇଁ ଚିଠି ଲେଖାଯାଇଛି ।

ପଢନ୍ତୁ: ୮ ଗୁଜବ ସୃଷ୍ଟିକାରୀ ଆକାଉଣ୍ଟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Related posts

ଦୁଇ ଦିନିଆ ରିମାଣ୍ଡରେ ଗଲେ ଫୟାଦ ରେହମାନ

ENO Beuro

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ENO Beuro

ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment