ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ
ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
Loading...
ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ବାମୀ ନିକ୍ ଜୋନ୍ସ ଶେଷରେ ତାଙ୍କ ଝିଅର ଫଟୋକୁ ଦୁନିଆ ମମ୍ମୁଖକୁ ଆଣିଛନ୍ତି। ଜନ୍ମ ହେବା ଦିନରୁ ନିଜ ଝିଅର ଚେହେରାକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିଥିବା ପ୍ରିୟଙ୍କା ଶେଷରେ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତଃ ଘଟାଇଛନ୍ତି।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।
ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା। ମାସେ ହେଲୋ ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ।
ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା ।
ବୟସ ୨୫ କିମ୍ବା ୨୬ ନୁହେଁ ଯେ କାହା ସଙ୍ଗେ ଦାରେନାରେ ହେବି। ପତ୍ନୀଙ୍କ ପ୍ରେସମିଟ୍କୁ ନେଇ ବି ସେ ପ୍ରଶ୍ନ ଉଠାଇ କହିଛନ୍ତି, ଦୁଇଦିନ ଏ ବାବଦରେ ମାଗିଥିଲେ। ଏହା ଭିତରେ ପ୍ରେସ୍ ମିଟ୍ କରିବା କ’ଣ ଦରକାର ଥିଲା।
ଆଜି ହାତକୁ ଦୁଇ ହାତ ହେବେ କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ବିବାହ କରିବେ ରାହୁଲ ।
ଫିଲ୍ମ ନିର୍ମାଣ ପାଇଁ ବନ୍ଧା ପଡିଲା ସବୁ ସମ୍ପତି । ନିଜର ଅପକମିଂ ଫିଲ୍ମ ଏମରଜେନ୍ସି ପାଇଁ ନିଜର ସବୁ ସମ୍ପତିକୁ ବନ୍ଧା ପକାଇଛନ୍ତି କଙ୍ଗନା ରାଣାୱତ । ନିକଟରେ ଫିଲ୍ମ ଏମରଜେନ୍ସି ସୁଟିଂ ଶେଷ ହୋଇଛି । ପ୍ରଶଂସକଙ୍କ ସହ ଏହି ଖବର ବାଟିଂବା ଭିତରେ ସମ୍ପତି ବନ୍ଧା ପକାଇଥିବା ଖୁଲ୍ଲାସା କରିଛନ୍ତି କଙ୍ଗନା ।