Loading...

ମନୋରଞ୍ଜନ

ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି

ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି

ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ‌ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।

ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ ପରିଣୀତି-ରାଘବ

ବିବାହ ବନ୍ଧନରେ ବାନ୍ଧିହେଲେ ହେଲେ ପରିଣୀତି-ରାଘବ

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି।

ଅକ୍ଟୋବରରେ ରିଲିଜ ହେବ ‘ମାଇଣ୍ଡ ଗେମ୍’

ଅକ୍ଟୋବରରେ ରିଲିଜ ହେବ ‘ମାଇଣ୍ଡ ଗେମ୍’

ବହୁଚର୍ଚ୍ଚିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ଯଦିଓ ତାରିଖ ନିର୍ଦ୍ଧାରିତ ହୋଇପାରି ନାହିଁ, ତେବେ ଅକ୍ଟୋବର ମାସରେ ହିଁ ଏହା ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଓ ମୁଖ୍ୟ ଅଭିନେତା ମନୋଜ ମିଶ୍ର କହିଛନ୍ତି।

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ମାମଲା :  ହେବନି ବିବାହ ବିଚ୍ଛେଦ

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ମାମଲା : ହେବନି ବିବାହ ବିଚ୍ଛେଦ

ପାରିବାରିକ ଅଦାଲତରେ ଶେଷ ହେଲା ମାମଲା । ବହୁ ଚର୍ଚ୍ଚିତ ଅନୁଭବ ବର୍ଷା ବିବାହ ବିଚ୍ଛେଦକୁ ଅଗ୍ରାହ୍ୟ କଲେ କଟକ ପରିବାର ଅଦାଲତ ।

ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଶାନ୍ତିଲତା ବାରିକ କ୍ୟାନ୍ସରରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି ।

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ମିଥ୍ୟା ଖବର ପ୍ରସାରଣ କରିଥିବାରୁ ୱେବ ପୋର୍ଟାଲ ନାରେ ସାଇବର ଥାନାରେ ଅଭିଯୋଗ କଲେ ଅନୁ ଚୌଧୁରୀ

ମିଥ୍ୟା ଖବର ପ୍ରସାରଣ କରିଥିବାରୁ ୱେବ ପୋର୍ଟାଲ ନାରେ ସାଇବର ଥାନାରେ ଅଭିଯୋଗ କଲେ ଅନୁ ଚୌଧୁରୀ

ରାଜ୍ୟରେ ମିଛ ଖବର ପ୍ରସାରଣରେ ଖୁବ ଆଗରେ ରହିଛି କେତେକ ୱେବ ପୋର୍ଟାଲ। ପୁଣି ଏକ ଅଭିନେତ୍ରୀଙ୍କୁ ନେଇ ମିଛ ଖବର ପ୍ରସାରଣ କରିବା ମହଙ୍ଗା ପଡିଛି ଚାନେଲକୁ।

>