ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି ।
Loading...
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି ।
କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲୀଙ୍କ ଝିଅ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି।
ଅଭିନେତା ଜନ୍ ଆବ୍ରାହାମ୍ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍ କ୍ବାରେଣ୍ଟିନ୍’ରେ ଥିବା କଥା କହିଛନ୍ତି।
Watch Odia song Marijibi Ete Bhala Paana in the voice of Humane sagar and Arpita Choudhury
ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ସମସ୍ତ ଡାଇଲଗ । ସାରା ଓଡିଶା ଥିଲା ତାଙ୍କ ଡାଇଲଗର ଫ୍ୟାନ।
ଆଜି ହେଉଛି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ସଲମାନ୍ ।
ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ।
ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।